ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ତ୍ତ   ବିଶେଷ୍ୟ

ଅର୍ଥ : ଯେଉଁ ଖାଲ ବର୍ଷାଦିନେ ଭୂମି ଦବିଯିବା କାରଣରୁ ହୋଇଥାଏ

ଉଦାହରଣ : କଚ୍ଚା ରାସ୍ତାରେ ସ୍ଥାନେ ସ୍ଥାନେ ଖାଲ ହୋଇଯାଇଛି

ସମକକ୍ଷ : ଖାଇ, ଖାଲ, ଗାତ, ଗାଡ଼

वह गड्ढा जो बरसात के दिनों में जमीन के दब जाने से बन जाता है या जिसमें बरसाती पानी एकत्र हो जाता है।

कच्ची सड़क पर जगह-जगह भँगारे हैं।
खादर, चौर, भँगार, भंगार

A concavity in a surface (especially an anatomical depression).

fossa, pit

ଅର୍ଥ : ଗଭୀର ତଳ ବା ସ୍ଥାନ

ଉଦାହରଣ : ଜଣେ ଅନ୍ଧ ବ୍ୟକ୍ତି ଗାତରେ ପଡ଼ିଗଲା

ସମକକ୍ଷ : ଖାତ, ଗାତ

गहरा तल या स्थान।

एक अंधा व्यक्ति गड्ढे में गिरा हुआ था।
अवगाह, अवट, अवपात, असण, कुंड, कुण्ड, खंता, खड्ड, खड्डा, खत्ता, खात, गड़हा, गड्ढा, गढा, गर्त, प्रोथ

A sizeable hole (usually in the ground).

They dug a pit to bury the body.
cavity, pit