ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗହ୍ୱର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗହ୍ୱର   ବିଶେଷ୍ୟ

ଅର୍ଥ : ଜମି ବା ପହାଡ଼ ତଳେ ବା ଭିତରେ ବିସ୍ତୃତ ଓ ଖାଲି ଜାଗା ଯେଉଁଠାରେ ପ୍ରାୟ ପଶୁମାନେ ରହନ୍ତି

ଉଦାହରଣ : ବାଘ ଗୁମ୍ଫାରେ ରହେ

ସମକକ୍ଷ : କନ୍ଦର, କନ୍ଦରା, ଖୋଲ, ଗୁମ୍ଫା, ଗୁହା

प्राकृतिक रूप से निर्मित ज़मीन या पहाड़ के नीचे या अंदर की विस्तृत और खाली जगह जिसमें प्रायः पशु आदि रहते हों।

हिमायल की गुफाओं में कई तपस्वी रहते हैं।
शेर गुफा में रहता है।
कंदर, कंदरा, कन्दर, कन्दरा, खोह, गह्वर, गुफा, गुहा, दरि, दरी, पृथ्वीगृह, विवर

A geological formation consisting of an underground enclosure with access from the surface of the ground or from the sea.

cave

ଅର୍ଥ : ମାଟି ତଳ ଖୋଳାଯାଇ ଜୀବଜନ୍ତୁ ରହିବାପାଇଁ ହୋଇଥିବା ଛୋଟ ଜାଗା

ଉଦାହରଣ : ସାପ ନିଜ ଗାତରେ ପଶିଗଲା

ସମକକ୍ଷ : ଗାତ, ବିବର, ବିଳ

ज़मीन के अंदर खोदकर बनाई हुई जीव-जंतुओं के रहने की तंग छोटी जगह।

साँप अपने बिल में घुस गया।
गह्वर, बिल, विवर