ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଇ   ବିଶେଷ୍ୟ

ଅର୍ଥ : ଯେଉଁ ଖାଲ ବର୍ଷାଦିନେ ଭୂମି ଦବିଯିବା କାରଣରୁ ହୋଇଥାଏ

ଉଦାହରଣ : କଚ୍ଚା ରାସ୍ତାରେ ସ୍ଥାନେ ସ୍ଥାନେ ଖାଲ ହୋଇଯାଇଛି

ସମକକ୍ଷ : ଖାଲ, ଗର୍ତ୍ତ, ଗାତ, ଗାଡ଼

वह गड्ढा जो बरसात के दिनों में जमीन के दब जाने से बन जाता है या जिसमें बरसाती पानी एकत्र हो जाता है।

कच्ची सड़क पर जगह-जगह भँगारे हैं।
खादर, चौर, भँगार, भंगार

A concavity in a surface (especially an anatomical depression).

fossa, pit

ଅର୍ଥ : ଦୁର୍ଗର ସୁରକ୍ଷାପାଇଁ ତା ଚାରିପାଖରେ ଖୋଳାଯାଉଥିବା ଗର୍ତ୍ତ

ଉଦାହରଣ : ଦୁର୍ଗର ଚାରିପାଖରେ ଖାଇ ଖୋଳିବା କାମ ଆରମ୍ଭ ହୋଇଗଲାଣି

ସମକକ୍ଷ : ପରିଖା

वह गड्ढा जो किले के चारों और सुरक्षा के लिए खोदा जाता है।

इस किले के चारों ओर परिखा खोदने का काम शुरु है।
खाई, परिखा, परिखात, प्रतिकूप, मोरचा, मोर्चा

Ditch dug as a fortification and usually filled with water.

fosse, moat

ଅର୍ଥ : ଲମ୍ବା ଏବଂ ଗଭୀର ଗାତ

ଉଦାହରଣ : ଚାଳକର ବେପରୁଆ ଆଚରଣରୁ ବସ୍‌ଟି ଗାତରେ ପଡ଼ିଗଲା

ସମକକ୍ଷ : ଗାତ

लम्बा और गहरा गड्ढा।

चालक की लापरवाही की वजह से बस खाई में गिर गई।
खंदक, खाई, जंघाफार

Any long ditch cut in the ground.

trench