ଅର୍ଥ : ଲଢ଼ିବାର କ୍ରିୟା ବା ଭାବ
ଉଦାହରଣ :
ଜଙ୍ଗଲରେ ଡାକୁମାନଙ୍କ ମଧ୍ୟରେ ସାମ୍ନାସାମ୍ନି ହୋଇଗଲା
ସମକକ୍ଷ : ମୁହାଁମୁହିଁ, ଲଢ଼େଇ, ସାମ୍ନାସାମ୍ନି
ଅର୍ଥ : ଉଚ୍ଚ ସ୍ୱରରେ କହିବା ବା ଚିତ୍କାରକରିବାଆଦିରୁ ଉତ୍ପନ୍ନ ଧ୍ୱନି
ଉଦାହରଣ :
ଅଧ୍ୟାପକ ମହୋଦୟ ଶ୍ରେଣୀ କକ୍ଷରୁ ବାହାରକୁ ବାହାରିଲା ମାତ୍ରେ ଛାତ୍ରମାନେ ପାଟିତୁଣ୍ଡ ଆରମ୍ଭ କରିଦେଲେ କୋଳାହଳ ଶୁଣିଲା ମାତ୍ରେ ମା’ କୋଠରୀ ଆଡକୁ ଦୌଡ଼ିଲେ
ସମକକ୍ଷ : କୋଳାହଳ
ଅର୍ଥ : କୋଳାହଳ କାମ
ଉଦାହରଣ :
ଗଣ୍ଡଗୋଳ ବନ୍ଦ କର ଏବଂ ନିଜ କାମରେ ଲାଗିଯାଅ