ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଳାହଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଳାହଳ   ବିଶେଷ୍ୟ

ଅର୍ଥ : ସମ୍ପୂର୍ଣ୍ଣ ଜାତିର ଗୋଟିଏ ରାଗ

ଉଦାହରଣ : କଲ୍ୟାଣ, କାନ୍ହଡା ଏବଂ ବିହାଗର ସମାବେଶରେ କୋଳାହଳ ରାଗ ସୃଷ୍ଟି ହୋଇଥାଏ

ସମକକ୍ଷ : କୋଳାହଳ ରାଗ

संपूर्ण जाति का एक संकर राग।

कोलाहल कल्याण,कान्हड़ा और विहाग के मेल से बनता है।
कोलाहल, कोलाहल राग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଉଚ୍ଚ ସ୍ୱରରେ କହିବା ବା ଚିତ୍କାରକରିବାଆଦିରୁ ଉତ୍ପନ୍ନ ଧ୍ୱନି

ଉଦାହରଣ : ଅଧ୍ୟାପକ ମହୋଦୟ ଶ୍ରେଣୀ କକ୍ଷରୁ ବାହାରକୁ ବାହାରିଲା ମାତ୍ରେ ଛାତ୍ରମାନେ ପାଟିତୁଣ୍ଡ ଆରମ୍ଭ କରିଦେଲେ କୋଳାହଳ ଶୁଣିଲା ମାତ୍ରେ ମା’ କୋଠରୀ ଆଡକୁ ଦୌଡ଼ିଲେ

ସମକକ୍ଷ : ଗଣ୍ଡଗୋଳ

ऊँची आवाज़ में बोलने या चिल्लाने आदि से उत्पन्न अस्पष्ट आवाज।

कक्षा से अध्यापकजी के बाहर निकलते ही छात्रों ने शोरगुल शुरू कर दिया।
अंदोर, अन्दोर, कोलाहल, खल-बल, खलबल, चिल्लपों, चिल्लपौं, चिल्लमचिल्ला, बमचख, शोर, शोर गुल, शोर शराबा, शोर-गुल, शोर-शराबा, शोरगुल, शोरशराबा, संह्लाद, सोर, हंगामा, हल्ला, हल्ला-गुल्ला, हल्लागुल्ला, हो-हल्ला, हौरा

A loud and disturbing noise.

racket