ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁହାଁମୁହିଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁହାଁମୁହିଁ   ବିଶେଷ୍ୟ

ଅର୍ଥ : ଲଢ଼ିବାର କ୍ରିୟା ବା ଭାବ

ଉଦାହରଣ : ଜଙ୍ଗଲରେ ଡାକୁମାନଙ୍କ ମଧ୍ୟରେ ସାମ୍ନାସାମ୍ନି ହୋଇଗଲା

ସମକକ୍ଷ : ଗଣ୍ଡଗୋଳ, ଲଢ଼େଇ, ସାମ୍ନାସାମ୍ନି

भिड़ने की क्रिया या भाव।

जंगल में डाकुओं से मुठभेड़ हो गई।
अभ्यागम, इन्काउंटर, इन्काउन्टर, एनकाउंटर, एन्काउन्टर, टक्कर, भिड़ंत, भिड़न्त, मुठभेड़, सामना

A minor short-term fight.

brush, clash, encounter, skirmish

ମୁହାଁମୁହିଁ   ବିଶେଷଣ

ଅର୍ଥ : ନିଉତ୍ତର କରିବା ବ୍ୟକ୍ତି

ଉଦାହରଣ : ସେ ତା ପ୍ରତିଦ୍ୱନ୍ଦୀକୁ ମୁହଁତୋଡ଼ ଜବାବ ଦେଲା

ସମକକ୍ଷ : ମୁହଁଟାଣ, ମୁହଁତୋଡ଼

निरुत्तर करने वाला।

अपने प्रतिद्वन्द्वी का मुँहतोड़ जवाब सुनकर वह चुप हो गया।
कल्लातोड़, मुँहतोड़