ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଳମାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଳମାଳ   ବିଶେଷ୍ୟ

ଅର୍ଥ : ଅଡ଼ୁଆ ହେବାର କ୍ରିୟା ବା ଭାବ

ଉଦାହରଣ : ଏହି କାର୍ଯ୍ୟ କରିବାରେ ଅନେକ ଅଡ଼ୁଆ ଆସିପାରେ

ସମକକ୍ଷ : ଅସୁବିଧା, ଅଡ଼ୁଆ

उलझने की क्रिया या भाव।

इस कार्य को करने में अनेक उलझाव आ सकते हैं।
उलझाव, पेचीदगी

Trouble or confusion resulting from complexity.

perplexity

ଅର୍ଥ : ଜାଣି-ଶୁଣି କିମ୍ବା ମନଇଚ୍ଛା କରାଯାଉଥିବା କିମ୍ବା ଅପଟୁତା କାରଣରୁ ହେଉଥିବା ଗୋଳମାଳ

ଉଦାହରଣ : ଆଜିକାଲି ସବୁବିଭାଗରେ କିଛି ନା କିଛି ହେରଫେର ହେଉଛି

ସମକକ୍ଷ : ଗଣ୍ଡଗୋଳ, ଘୋଟାଲା, ଦୁର୍ନୀତି, ହେରଫେର

जान-बूझकर या मनमाने ढंग से उत्पन्न की जाने वाली अथवा अपटुता के कारण होने वाली गड़बड़ी।

आजकल हर विभाग में कुछ न कुछ घोटाला हो रहा है।
गोलमाल, घपला, घोटाला, झोल-झाल, धाँधली, धांधली, हेर-फेर, हेरफेर, हेरा-फेरी, हेराफेरी

A fraudulent business scheme.

cozenage, scam