ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହେରଫେର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହେରଫେର   ବିଶେଷ୍ୟ

ଅର୍ଥ : ଜାଣି-ଶୁଣି କିମ୍ବା ମନଇଚ୍ଛା କରାଯାଉଥିବା କିମ୍ବା ଅପଟୁତା କାରଣରୁ ହେଉଥିବା ଗୋଳମାଳ

ଉଦାହରଣ : ଆଜିକାଲି ସବୁବିଭାଗରେ କିଛି ନା କିଛି ହେରଫେର ହେଉଛି

ସମକକ୍ଷ : ଗଣ୍ଡଗୋଳ, ଗୋଳମାଳ, ଘୋଟାଲା, ଦୁର୍ନୀତି

जान-बूझकर या मनमाने ढंग से उत्पन्न की जाने वाली अथवा अपटुता के कारण होने वाली गड़बड़ी।

आजकल हर विभाग में कुछ न कुछ घोटाला हो रहा है।
गोलमाल, घपला, घोटाला, झोल-झाल, धाँधली, धांधली, हेर-फेर, हेरफेर, हेरा-फेरी, हेराफेरी

A fraudulent business scheme.

cozenage, scam