ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲଢ଼ିବାର କ୍ରିୟା ବା ଭାବ
ଉଦାହରଣ : ଜଙ୍ଗଲରେ ଡାକୁମାନଙ୍କ ମଧ୍ୟରେ ସାମ୍ନାସାମ୍ନି ହୋଇଗଲା
ସମକକ୍ଷ : ଗଣ୍ଡଗୋଳ, ମୁହାଁମୁହିଁ, ସାମ୍ନାସାମ୍ନି
भिड़ने की क्रिया या भाव।
A minor short-term fight.
ଅର୍ଥ : ବିକଟ ଓ ବିପରୀତ ପରିସ୍ଥିତିରୁ ମୁକ୍ତ ହୋଇ ଆଗକୁ ବଢ଼ିବାପାଇଁ ହେବା ପ୍ରୟାସ
ଉଦାହରଣ : ଅନେକଥର ଆମକୁ ନିଜନିଜ ଭିତରେ ସଂର୍ଘଷ କରିବାକୁ ପଡ଼େବାବା ସାହେବ ଆମ୍ବେଦକରଙ୍କ ସାରା ଜୀବନ ସଂଘର୍ଷରେ ବିତିଥିଲା
ସମକକ୍ଷ : ଦ୍ୱନ୍ଦ୍ୱ, ସଂର୍ଘଷ
विकट और विपरीत परिस्थितियों से निकलकर आगे बढ़ने के लिए होने वाला प्रयत्न या प्रयास।
An energetic attempt to achieve something.
ସଂସ୍ଥାପନ କରନ୍ତୁ