ଅର୍ଥ : ତମ୍ବୁ ବା ସାମିୟାନା ଟାଣିବାଲାଗି ବ୍ୟବହୃତ ଖମ୍ବ
ଉଦାହରଣ :
ବିବାହ ଉତ୍ସବ ଶେଷ ହେବାକ୍ଷଣି ଲୋକ ଖମ୍ବ ଉପାଡ଼ିବାରେ ଲାଗିଲେ
ସମକକ୍ଷ : ଖମ୍ବ
ଅର୍ଥ : କୌଣସି ଆଧାରରେ ପୋତାଯାଇଥିବା କାଠ ଆଦି
ଉଦାହରଣ :
ରାତିର ଅନ୍ଧାରରେ ସେ ଖୁଣ୍ଟରେ ଧକ୍କା ଖାଇଲା
ସମକକ୍ଷ : କିଳା
ଅର୍ଥ : ଛୋଟ ଖୁଣ୍ଟି
ଉଦାହରଣ :
ରାଘବ ପଡ଼ିଆ ମଝିରେ ଏକ ଖୁଣ୍ଟ ପୋତି ଛେଳିକୁ ସେଥିରେ ବାନ୍ଧିଲା