ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତମ୍ବୁ ବା ସାମିୟାନା ଟାଣିବାଲାଗି ବ୍ୟବହୃତ ଖମ୍ବ
ଉଦାହରଣ : ବିବାହ ଉତ୍ସବ ଶେଷ ହେବାକ୍ଷଣି ଲୋକ ଖମ୍ବ ଉପାଡ଼ିବାରେ ଲାଗିଲେ
ସମକକ୍ଷ : ଖୁଣ୍ଟ
तंबू या शामियाना खड़ा करने का डंडा।
ଅର୍ଥ : ଦଲାଣ ବା ବାରଣ୍ଡା କାନ୍ଥରେ ଦିଆଯାଇଥିବା ଅର୍ଦ୍ଧଗୋଲାକାର ଖମ୍ବ
ଉଦାହରଣ : ବୋହୂ ଖମ୍ବକୁ ଆଉଜି ସ୍ବେଟର ବୁଣୁ ଥିଲା
दालान या बरामदे की दीवार से सटा अर्धगोल खम्भा।
ଅର୍ଥ : ପଥର, କାଠଆଦିରେ ବନାଯାଇଥିବା ଗୋଲିଆ ବା ଚାରିକୋଣିଆ ଉଚ୍ଚା ଖଣ୍ଡ ବା ଏହି ଆକାରର କୌଣସି ସଂରଚନା
ଉଦାହରଣ : ଖମ୍ବରୁ ଭଗବାନ ନରସିଂହ ପ୍ରକଟ ହୋଇଥିଲେ
ସମକକ୍ଷ : ଖୁଣ୍ଟ, ସ୍ତମ୍ବ
पत्थर, लकड़ी, आदि का बना गोल या चौकोर ऊँचा खड़ा टुकड़ा या इस आकार की कोई संरचना।
A vertical cylindrical structure standing alone and not supporting anything (such as a monument).
ଅର୍ଥ : ଆଧାର ବା ଆଶ୍ରୟ ନିମନ୍ତେ ଲାଗୁଥିବା ଖମ୍ବ ବା ଢେଙ୍କା ଆଦିର ତଳେ ଲାଗୁଥିବା ଠେକେରା
ଉଦାହରଣ : ଏହି ପୋଲ ସାତଟି ଖମ୍ବରେ ମଜଭୁତ
ସମକକ୍ଷ : ଖୁଣ୍ଟ, ଢେଙ୍କା, ସ୍ତମ୍ବଠିଅ
आधार या आश्रय के लिए किसी वस्तु आदि के नीचे लगाई जानेवाली कोई वस्तु जैसे स्तंभ, थूनी आदि।
ଅର୍ଥ : ମୋଟା, ଉଚ୍ଚା ଏବଂ ବହୁତ ବଡ଼ କୋଠାଘର ବା ନିର୍ମାଣ
ଉଦାହରଣ : ବଡ଼ ସହରଗୁଡ଼ିକରେ ହିଁ ବଡ଼ ଖମ୍ବ ଦେଖିବାକୁ ମିଳେ
ସମକକ୍ଷ : ଖୁଣ୍ଟ, ସ୍ତମ୍ଭ
मोटी, ऊँची और बहुत बड़ी कोई इमारत या बनावट।
ସଂସ୍ଥାପନ କରନ୍ତୁ