ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭାରୀ ବସ୍ତୁଆଦିକୁ ଦୀର୍ଘସ୍ଥାୟୀକରି ରଖିବାପାଇଁ ତା ତଳେ ଲଗାଯାଉଥିବା କାଠ
ଉଦାହରଣ : କଦଳୀ ଗଛ ଫଳ ଭାରରେ ନଇଁ ପଡ଼ୁଛି ତାକୁ ଢେଙ୍କା ଲଗାଅ
ସମକକ୍ଷ : ଠେକ, ଢିରା
भारी वस्तु आदि को टिकाए रखने के लिए उसके नीचे लगाई हुई लकड़ी।
A support placed beneath or against something to keep it from shaking or falling.
ଅର୍ଥ : କୋହ୍ଲୁରେ ଉପର ଆଡ଼କୁ ଲଗା ଯାଇଥିବା କାଠ
ଉଦାହରଣ : କୋହ୍ଲୁ ଚଳାଇବା ପୂର୍ବରୁ କୃଷକ ପ୍ରଥମେ ଢେଙ୍କାକୁ କସ୍ କରୁଛି
कोल्हू में ऊपर की ओर लगी हुई लकड़ी।
ଅର୍ଥ : ଆଧାର ବା ଆଶ୍ରୟ ନିମନ୍ତେ ଲାଗୁଥିବା ଖମ୍ବ ବା ଢେଙ୍କା ଆଦିର ତଳେ ଲାଗୁଥିବା ଠେକେରା
ଉଦାହରଣ : ଏହି ପୋଲ ସାତଟି ଖମ୍ବରେ ମଜଭୁତ
ସମକକ୍ଷ : ଖମ୍ବ, ଖୁଣ୍ଟ, ସ୍ତମ୍ବଠିଅ
आधार या आश्रय के लिए किसी वस्तु आदि के नीचे लगाई जानेवाली कोई वस्तु जैसे स्तंभ, थूनी आदि।
ସଂସ୍ଥାପନ କରନ୍ତୁ