ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ତମ୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ତମ୍ବ   ବିଶେଷ୍ୟ

ଅର୍ଥ : ମୋଟା ଉଚ୍ଚା ଏବଂ ବହୁତ ବଡ଼ ଖମ୍ବ

ଉଦାହରଣ : ଦିଲ୍ଲୀରେ ଅଶୋକ ସ୍ତମ୍ବ ରହିଛି

ସମକକ୍ଷ : ଖୁଣ୍ଟ, ସ୍ତମ୍ଭ

धातु या पत्थर का मोटा, ऊँचा और बहुत बड़ा खंभा।

दिल्ली में अशोक की लाट है।
लाट, लाठ

ଅର୍ଥ : ପଥର, କାଠଆଦିରେ ବନାଯାଇଥିବା ଗୋଲିଆ ବା ଚାରିକୋଣିଆ ଉଚ୍ଚା ଖଣ୍ଡ ବା ଏହି ଆକାରର କୌଣସି ସଂରଚନା

ଉଦାହରଣ : ଖମ୍ବରୁ ଭଗବାନ ନରସିଂହ ପ୍ରକଟ ହୋଇଥିଲେ

ସମକକ୍ଷ : ଖମ୍ବ, ଖୁଣ୍ଟ

पत्थर, लकड़ी, आदि का बना गोल या चौकोर ऊँचा खड़ा टुकड़ा या इस आकार की कोई संरचना।

खंभे में से भगवान नरसिंह प्रकट हुए।
खंबा, खंभ, खंभा, खम्बा, खम्भ, खम्भा, थंब, थंभ, थम्ब, थम्भ, ध्रुवक, पश्त, स्तंभ, स्तम्भ

A vertical cylindrical structure standing alone and not supporting anything (such as a monument).

column, pillar