ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କିଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କିଳା   ବିଶେଷ୍ୟ

ଅର୍ଥ : କାଠ ଜିନିଷ କଷିବାପାଇଁ ତା ଦେହରେ ବାଡ଼ିଆ ଯାଉଥିବା କାଠରେ ତିଆରି ଖିଲ

ଉଦାହରଣ : ମଜୁରିଆ କୋଦାଳ ବେଣ୍ଟ କଷିବାପାଇଁ ଖିଲ ବାଡଉଛି

ସମକକ୍ଷ : କୀଳ, କୀଳକ, ଖୁଣ୍ଟି, ଗୋଜ

लकड़ी आदि का वह टुकड़ा जो काठ की चीजों को कसने के लिए उनमें ठोंक देते हैं।

मजदूर कुदाल को बैठाने के लिए उसमें पच्चड़ ठोंक रहा है।
पच्चड़, पच्चर, फन्नी

A block of wood used to prevent the sliding or rolling of a heavy object.

chock, wedge

ଅର୍ଥ : କୌଣସି ଆଧାରରେ ପୋତାଯାଇଥିବା କାଠ ଆଦି

ଉଦାହରଣ : ରାତିର ଅନ୍ଧାରରେ ସେ ଖୁଣ୍ଟରେ ଧକ୍କା ଖାଇଲା

ସମକକ୍ଷ : ଖୁଣ୍ଟ

किसी आधार में गड़ी लकड़ी आदि।

रात के अंधेरे में वह खूँटे से टकरा गया।
खूँटा, खूंटा

A wooden pin pushed or driven into a surface.

nog, peg

ଅର୍ଥ : କାନ୍ଥରେ ପିଟା ହୋଇଥିବା କାଠ, ଲୁହା ଆଦିର ମୋଟା ଖିଲ

ଉଦାହରଣ : ଲୁଗା ଟାଙ୍ଗିବାପାଇଁ ସୀତା କାନ୍ଥରେ ଗୋଜ ପିଟୁଛି

ସମକକ୍ଷ : ଗୋଜ, ମେଖ

दीवार आदि में ठोंकी हुई लकड़ी, लोहे आदि की मोटी कील।

सीता कपड़े टाँगने के लिए दीवाल में खूँटी ठोंक रही है।
खूँटी, घोड़िया, नागदंत, नागदन्त

ଅର୍ଥ : କାଠ ଚିରିବା ସମୟରେ କାଠରେ ଯେଉଁ ଖିଲ ଦିଆଯାଏ

ଉଦାହରଣ : କିଳା ବାଡ଼େଇ ଦେଲେ କାଠ ଚିରିବା ସହଜ ହୋଇଥାଏ

ସମକକ୍ଷ : କୀଳ, କୀଳକ, ଖୁଣ୍ଟି, ଗୋଜ

वह पच्चड़ जिसको बढ़ई लकड़ी चीरते समय काठ में ठोंक देते हैं।

पहुन्नी ठोंक देने से लकड़ी चीरने में आसानी होती है।
पहुन्नी