ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଗ୍ନାବଶେଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଗ୍ନାବଶେଷ   ବିଶେଷ୍ୟ

ଅର୍ଥ : କୌଣସି ଭଙ୍ଗାରୁଜା ଅଥବା ଭୁଷୁଡ଼ି ପଡ଼ିଥିବା ଘରର ଅଂଶ

ଉଦାହରଣ : ଏହା କୌଣସି ମୋଗଲକାଳୀନ ଦୁର୍ଗର ଭଗ୍ନାବଶେଷ

ସମକକ୍ଷ : ଖଣ୍ଡିତାଂଶ, ଧ୍ୱଂସାବଶେଷ

किसी टूटे-फूटे अथवा गिरे हुए मकान आदि का अंश।

यह किसी मुगलकालीन किले का खंडहर है।
अर्म, खँडहर, खंडर, खंडहर, खण्डर, खण्डहर, ध्वंसावशेष, भग्नावशेष

A ruined building.

They explored several Roman ruins.
ruin

ଅର୍ଥ : ଭଙ୍ଗାରୁଜା ବସ୍ତୁ, ଯେପରି ଭୁଷୁଡ଼ି ପଡ଼ିଥିବା ଭବନର ଇଟା,ପଥର ଆଦି ବା ସେଗୁଡ଼ିକର ଗଦା

ଉଦାହରଣ : ଭଗ୍ନାବଶେଷଭିତରୁ ଦୁଇଟି ଶବ ବାହାର କରାଗଲା

ସମକକ୍ଷ : ଭଙ୍ଗାଇଟାପଥରଗଦା

टूटी-फूटी वस्तुएँ जैसे गिरी हुई इमारत की ईंटें, पत्थर आदि या उनका ढेर।

मलबे से दो लाशें निकाली गयीं।
मलबा, मलमा

The remains of something that has been destroyed or broken up.

debris, detritus, dust, junk, rubble