ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଲି   ବିଶେଷ୍ୟ

ଅର୍ଥ : ଏକ ପ୍ରାଚୀନ ଭାରତୀୟ ଭାଷା

ଉଦାହରଣ : ବୌଦ୍ଧ ଧର୍ମଗ୍ରନ୍ଥ ପାଲି ଭାଷାରେ ଲେଖା ହୋଇଛି

ସମକକ୍ଷ : ପାଲିଭାଷା

एक प्राचीन भारतीय भाषा।

बौद्धों के धर्मग्रंथ पाली में लिखे हुए हैं।
पाली, पाली भाषा

An ancient Prakrit language (derived from Sanskrit) that is the scriptural and liturgical language of Theravada Buddhism.

pali

ଅର୍ଥ : ଚେସ୍-ବୋର୍ଡରେ ଗୋଟି ସାହାଯ୍ୟରେ ଖେଳା ଯାଉଥିବା ଏକ ଖେଳ

ଉଦାହରଣ : ତାଙ୍କର ପଶା ଖେଳ ପସନ୍ଦ

ସମକକ୍ଷ : ଚୌପଟ, ପଶା

एक खेल जो बिसात पर गोटियों से खेला जाता है।

उसे चौपड़ खेलना पसंद है।
आकर्ष, चौपड़, चौसर, दरोदर, पाँसा, पासा

ଅର୍ଥ : କବାଡି ଆଦିର ଖେଳରେ ସୀମାପାଇଁ ଭୂଇଁରେ ଗଭୀର କରି ଗାରଟାଣି ଦୁଇ ପକ୍ଷ ନିମନ୍ତେ ସ୍ଥିର କରାଯାଇଥିବା ଭିନ୍ନଭିନ୍ନ ନିର୍ଦ୍ଧାରିତ କ୍ଷେତ୍ର

ଉଦାହରଣ : ଖେଳାଳି ପାଲିରେ ପଶିବାକ୍ଷଣି ବିପକ୍ଷଦଳ ତାକୁ କାବୁ କରିଦେଲେ

ସମକକ୍ଷ : ପାହି

कबड्डी आदि के खेलों में दोनों पक्षों के लिए अलग-अलग निर्धारित क्षेत्र जिसकी सीमा प्रायः जमीन पर गहरी लकीर खींचकर स्थिर की जाती है।

खिलाड़ी के पाले में घुसते ही विपक्षियों ने उसे दबोच लिया।
पाला

ଅର୍ଥ : କୌଣସି ବସ୍ତୁର ସେହି ଭାଗ ଯେଉଁଠାରେ ତାହାର ଲମ୍ବ ବା ଓସାର ସମାପ୍ତ ହୋଇଥାଏ

ଉଦାହରଣ : ଏ ଥାଳିର ଫନ୍ଦ ବହୁତ ପତଳା

ସମକକ୍ଷ : ଉପାନ୍ତ, କଡ଼, ଫନ୍ଦ

किसी वस्तु का वह भाग जहाँ उसकी लम्बाई या चौड़ाई समाप्त होती है।

इस थाली का किनारा बहुत ही पतला है।
अवारी, आर, उपांत, किनार, किनारा, कोर, छोर, झालर, पालि, सिरा

The boundary of a surface.

border, edge