ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫନ୍ଦ   ବିଶେଷ୍ୟ

ଅର୍ଥ : ବାସନ ମୁହଁର ଘେରା

ଉଦାହରଣ : ତାଟିଆ ଫନ୍ଦରେ ହାତ କଟିଗଲା

बरतन के मुँह का घेरा।

कटोरी की बारी से हाथ कट गया।
आँवठ, औंठ, बारी

The top edge of a vessel or other container.

brim, lip, rim

ଅର୍ଥ : କୌଣସି ବସ୍ତୁର ସେହି ଭାଗ ଯେଉଁଠାରେ ତାହାର ଲମ୍ବ ବା ଓସାର ସମାପ୍ତ ହୋଇଥାଏ

ଉଦାହରଣ : ଏ ଥାଳିର ଫନ୍ଦ ବହୁତ ପତଳା

ସମକକ୍ଷ : ଉପାନ୍ତ, କଡ଼, ପାଲି

किसी वस्तु का वह भाग जहाँ उसकी लम्बाई या चौड़ाई समाप्त होती है।

इस थाली का किनारा बहुत ही पतला है।
अवारी, आर, उपांत, किनार, किनारा, कोर, छोर, झालर, पालि, सिरा

The boundary of a surface.

border, edge