ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଷ୍ଟହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଷ୍ଟହେବା   କ୍ରିୟାପଦ

ଅର୍ଥ : ଆଘାତ ଲଗିବାପରେ କଷ୍ଟ ହେବା

ଉଦାହରଣ : ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା

ସମକକ୍ଷ : କାଟିବା, ଦରଜହେବା, ପୀଡ଼ାହେବା, ଯନ୍ତ୍ରଣା ହେବା

चोट आदि लगने पर तक़लीफ़ होना।

पत्थर से टकराते ही मेरे सर में पीड़ा होने लगी।
अहटाना, दर्द होना, दुखना, पिराना, पीड़ा होना

Feel physical pain.

Were you hurting after the accident?.
ache, hurt, suffer

ଅର୍ଥ : ଆଘାତ ବା ଚୋଟ ପହଞ୍ଚିବା

ଉଦାହରଣ : ମୋ ଗୋଡ଼ ଖୁଣ୍ଟରେ ବହୁତ ଯୋରରେ ଲାଗିଲା ତା କଥା ମୋତେ ଭାରି କାଟିଲା

ସମକକ୍ଷ : କାଟିଲା, ବାଧିବା, ଲାଗିବା

आघात या चोट पहुँचना।

खूँटे से मेरे पैर में बहुत ज़ोर से लगी।
उसकी बात मुझे बहुत लगी।
लगना

Cause damage or affect negatively.

Our business was hurt by the new competition.
hurt, injure