ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଧିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଧିବା   କ୍ରିୟାପଦ

ଅର୍ଥ : ଆଘାତ ବା ଚୋଟ ପହଞ୍ଚିବା

ଉଦାହରଣ : ମୋ ଗୋଡ଼ ଖୁଣ୍ଟରେ ବହୁତ ଯୋରରେ ଲାଗିଲା ତା କଥା ମୋତେ ଭାରି କାଟିଲା

ସମକକ୍ଷ : କଷ୍ଟହେବା, କାଟିଲା, ଲାଗିବା

आघात या चोट पहुँचना।

खूँटे से मेरे पैर में बहुत ज़ोर से लगी।
उसकी बात मुझे बहुत लगी।
लगना

Cause damage or affect negatively.

Our business was hurt by the new competition.
hurt, injure

ଅର୍ଥ : ପଶ୍ଚାତାପ ସହିତ ଅପ୍ରିୟ ଜଣାପଡ଼ିବା

ଉଦାହରଣ : ତାର ଏମିତି ରାଗି ହୋଇ ଚାଲିଯିବା ମୋତେ ବହୁତ ବାଧିଲା

ସମକକ୍ଷ : ଅପମାନିତ ଲାଗିବା, ଖରାପ ଲାଗିବା

अफसोस के साथ अप्रिय मालूम होना।

उसका इस तरह से नाराज़ होकर चले जाना मुझे बहुत खला।
अखरना, खलना, बुरा लगना

Feel sad about the loss or absence of.

regret

ଅର୍ଥ : କାହାରି ବ୍ୟଙ୍ଗପୂର୍ଣ୍ଣ କଥାରେ ଦୁଃଖୀହେବା

ଉଦାହରଣ : ତାଙ୍କ କଥା ମୋତେ ବାଧିଲା

ସମକକ୍ଷ : କଷ୍ଟବୋଧ ହେବା, ପୀଡାଦେବା

किसी की व्यंग्यपूर्ण बात से दुखी होना।

उनकी बातें मुझे चुभीं।
चुभना