ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯନ୍ତ୍ରଣା ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯନ୍ତ୍ରଣା ହେବା   କ୍ରିୟାପଦ

ଅର୍ଥ : ଜୋଡ଼ ସ୍ଥାନରେ ଯନ୍ତ୍ରଣା ହେବା

ଉଦାହରଣ : ମୋ ଆଣ୍ଠୁ ବିନ୍ଧୁଛି

ସମକକ୍ଷ : ପୀଡ଼ା ହେବା, ବିନ୍ଧିବା

जोड़ों में दर्द होना।

मेरे घुटने मचक रहे हैं।
मचकना

ଅର୍ଥ : ଆଘାତ ଲଗିବାପରେ କଷ୍ଟ ହେବା

ଉଦାହରଣ : ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା

ସମକକ୍ଷ : କଷ୍ଟହେବା, କାଟିବା, ଦରଜହେବା, ପୀଡ଼ାହେବା

चोट आदि लगने पर तक़लीफ़ होना।

पत्थर से टकराते ही मेरे सर में पीड़ा होने लगी।
अहटाना, दर्द होना, दुखना, पिराना, पीड़ा होना

Feel physical pain.

Were you hurting after the accident?.
ache, hurt, suffer

ଅର୍ଥ : ରହିରହି କଷ୍ଟଦେବା

ଉଦାହରଣ : ମୋ ଗୋଡ଼ର ଘାଆ ବିନ୍ଧୁଛି

ସମକକ୍ଷ : ପୀଡ଼ାଦେବା, ବିନ୍ଧିବା

प्रायः मवाद भरे होने के कारण शरीर के किसी अंग में रह-रहकर पीड़ा होना।

मेरे पैर का घाव टीस रहा है।
करकना, कसकना, चबकना, चसकना, चिलकना, टपकना, टहकना, टीसना, ठनकना, डबकना

Be the source of pain.

ache, hurt, smart