ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋପନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋପନତା   ବିଶେଷ୍ୟ

ଅର୍ଥ : କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ

ଉଦାହରଣ : ନିଜ ଲୋକଙ୍କ ଠାରେ କିଭଳି ଛଳନା କରାଯିବ?କପଟତା ବିନା ସେ ନିଜ କଥା କହି ବସିଲା

ସମକକ୍ଷ : କପଟତା, ଛଳନା, ସଂଗୋପନ

किसी से कोई बात आदि गुप्त रखने या छिपाने की क्रिया या भाव।

अपनों से दुराव कैसा?
बिना दुराव के वह अपनी बात कह बैठा।
अंतर्भाव, अन्तर्भाव, अपज्ञान, अपन्हुति, अपहर्ता, अपहार, अपह्नव, अपह्नुति, कपट, गोपन, चोरी, छद्म, छिपाव, छुपाव, तिरोधान, दुराव, परदा, पर्दा, पोशीदगी, लाग-लपेट, लागलपेट, संगोपन

The activity of keeping something secret.

concealing, concealment, hiding

ଅର୍ଥ : କୌଣସି ବସ୍ତୁ,କଥା ଆଦି ଲୁଚାଇବାର କ୍ରିୟା ବା ଭାବ

ଉଦାହରଣ : ନିଜ ଲୋକଙ୍କୁ ଗୋପନତା ଠିକ ନୁହେଁ

ସମକକ୍ଷ : ଛୁପାଣ