ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଠରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଠରୀ   ବିଶେଷ୍ୟ

ଅର୍ଥ : ଚାରିପଟରେ କାନ୍ଥଦ୍ୱାରା ଘେରା ଏବଂ ଛାଉଣି ହୋଇଥିବା ଘରର ଛୋଟ ଅଂଶ

ଉଦାହରଣ : ମୋ କୋଠରୀ ଦ୍ୱିତୀୟ ମହଲାରେ

ସମକକ୍ଷ : କକ୍ଷ, ବଖରା, ରୁମ୍‌

चारों ओर से दीवारों से घिरा और छाया हुआ मकान आदि का छोटा हिस्सा।

मेरा कमरा दूसरी मंज़िल पर है।
कक्ष, कमरा, कोष्ठ, घर, रूम, सेल

An area within a building enclosed by walls and floor and ceiling.

The rooms were very small but they had a nice view.
room

ଅର୍ଥ : ରେଖାଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ

ଉଦାହରଣ : ସେ ନିଜ ଉତ୍ତରଖାତାରେ କୋଠରୀ ତିଆରି କରୁଛି

ସମକକ୍ଷ : ଚାରିକୋଣିଆ ଘରର ଚିତ୍ର

सारणी, चक्र आदि का रेखाओं से घिरा हुआ विभाग।

वह अपनी उत्तर पुस्तिका में ख़ाने बना रही है।
कोठा, ख़ाना, खाना

A rectangular drawing.

The flowchart contained many boxes.
box

ଅର୍ଥ : କୌଣସି କୋଠରୀରେ ଉପସ୍ଥିତ ଲୋକ

ଉଦାହରଣ : ତା କଥା ଶୁଣି ପୂରା କକ୍ଷ ହସି ଉଠିଲା

ସମକକ୍ଷ : କକ୍ଷ

किसी कमरे में उपस्थित लोग।

उसकी बात सुनकर पूरा कमरा हँसने लगा।
कक्ष, कमरा

The people who are present in a room.

The whole room was cheering.
room