ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକଲା   ବିଶେଷ୍ୟ

ଅର୍ଥ : ଯେଉଁ ପଶୁ ବା ପକ୍ଷୀ ନିଜ ଗୋଠରୁ ଅଲଗା ହୋଇ ଯାଇଛି ବା ଏକୁଟିଆ ପଡିଯାଇଛି

ଉଦାହରଣ : ସିଂହ ଏକଲାକୁ ଝାମ୍ପି ନେଲା

ସମକକ୍ଷ : ଇକ୍କା, ଏକ୍କା

ऐसा पशु या पक्षी जो अपने झुंड से छूटकर अलग हो गया या अकेला पड़ गया हो।

शेर ने इक्के को दबोच लिया।
इक्का, एक्का

ଏକଲା   ବିଶେଷଣ

ଅର୍ଥ : ଅନ୍ୟଠାରୁ ଅଲଗା

ଉଦାହରଣ : ସେ ଜନଗହଳିରେ ମଧ୍ୟ ଏକୁଟିଆ ଥିଲା

ସମକକ୍ଷ : ଏକୁଟିଆ

दूसरों से अलग-थलग।

वह भीड़ में भी अकेला था।
अकेला, इकलंत, इकला, इकल्ला, इकेला, तनहा, तन्हा

Isolated from others.

Could be alone in a crowded room.
Was alone with her thoughts.
I want to be alone.
alone

ଅର୍ଥ : ଏକାନ୍ତରେ ରହିବା ବା ବାସକରିବା ବ୍ୟକ୍ତି

ଉଦାହରଣ : ଏକାନ୍ତବାସୀ ଋଷିଙ୍କ କୁଟୀର ସେହି ପାହାଡ଼ ଉପରେ

ସମକକ୍ଷ : ଏକାନ୍ତବାସୀ, ଏକୁଟିଆ

Characterized by or preferring solitude.

A lone wolf.
A lonely existence.
A man of a solitary disposition.
A solitary walk.
lone, lonely, solitary

ଅର୍ଥ : ମାତ୍ର ଗୋଟିଏ

ଉଦାହରଣ : ଶୀଳା ତାଙ୍କର ଏକମାତ୍ର ସନ୍ତାନ ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି

ସମକକ୍ଷ : ଏକ, ଏକମାତ୍ର, ଏକୋଇ, ଗୋଟିଏ ମାତ୍ର

सिर्फ एक।

शीला उसकी एकमात्र संतान है।
मेरे पास मात्र एक कलम है।
इकलौता, एक अकेला, एकमात्र, एकलौता, मात्र एक

The single one of its kind.

A singular example.
The unique existing example of Donne's handwriting.
A unique copy of an ancient manuscript.
Certain types of problems have unique solutions.
singular, unique