ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକ୍କା   ବିଶେଷ୍ୟ

ଅର୍ଥ : ଯେଉଁ ପଶୁ ବା ପକ୍ଷୀ ନିଜ ଗୋଠରୁ ଅଲଗା ହୋଇ ଯାଇଛି ବା ଏକୁଟିଆ ପଡିଯାଇଛି

ଉଦାହରଣ : ସିଂହ ଏକଲାକୁ ଝାମ୍ପି ନେଲା

ସମକକ୍ଷ : ଇକ୍କା, ଏକଲା

ऐसा पशु या पक्षी जो अपने झुंड से छूटकर अलग हो गया या अकेला पड़ गया हो।

शेर ने इक्के को दबोच लिया।
इक्का, एक्का

ଅର୍ଥ : ଯେଉଁ ଯୋଦ୍ଧା ଯୁଦ୍ଧରେ ଏକୁଟିଆ ଲଢେ ବା ବଡବଡ କାମ କରି ପାରେ

ଉଦାହରଣ : ଏକ୍କା ଶତ୍ରୁ-ଶିବିରରେ ଚହଳ ପକାଇ ଦେଇଥିଲା

ସମକକ୍ଷ : ଇକ୍କା

वह योद्धा जो युद्ध में अकेला लड़ता हो या बड़े-बड़े काम कर सकता हो।

एक्के ने शत्रुदल में तहलका मचा दिया था।
इक्का, एक्का

ଅର୍ଥ : ଏକ ପ୍ରକାରର ଦୁଇ ଚକିଆ ଗାଡ଼ି ଯେଉଁଥିରେ ଗୋଟିଏ ଘୋଡ଼ା ଯୋଡ଼ା ଯାଇଥାଏ

ଉଦାହରଣ : ଆମେମାନେ ଏକ୍କା ଚଢ଼ି ଗାଁ ଆଡ଼କୁ ଚାଲିଲୁ

ସମକକ୍ଷ : ଇକ୍କା

एक प्रकार की दो पहियों की गाड़ी जिसमें एक घोड़ा जोता जाता है।

हम लोगों ने इक्के पर सवार होकर गाँव की ओर प्रस्थान किया।
इक्का, एक्का

A small lightweight carriage. Drawn by a single horse.

buggy, roadster

ଅର୍ଥ : ତାସ୍‌ର ଗୋଟିଏ ପତ୍ତା

ଉଦାହରଣ : ତାସ ଖେଳର ପ୍ରତ୍ୟେକ ରଙ୍ଗରେ ଗୋଟିଏ ଲେଖାଁଏ ଟୀକ୍କା ଅଛି

ସମକକ୍ଷ : ଟୀକ୍କା, ରାଜା

ताश का एक पत्ता।

ताश के खेल में हर रंग का एक इक्का होता है।
इक्का, इक्की, एकला, एक्का, एक्की

One of four playing cards in a deck having a single pip on its face.

ace