ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକ   ବିଶେଷ୍ୟ

ଅର୍ଥ : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ

ଉଦାହରଣ : ଏକ ଆଉ ଏକ ମିଶି ଦୁଇ ହୁଏ

ସମକକ୍ଷ :

इकाइयों में सबसे छोटी और पहली पूरी संख्या या इसको दर्शाने वाला अंक।

एक और एक का जोड़ दो होता है।
1, I, इंदु, इक, इन्दु, एक, हेक,

The smallest whole number or a numeral representing this number.

He has the one but will need a two and three to go with it.
They had lunch at one.
1, ace, i, one, single, unity

ଅର୍ଥ : ଗଣତିରେ ବା ସଂଖ୍ୟାରେ ଏକ ହେବାର ଅବସ୍ଥା ବା ଭାବ

ଉଦାହରଣ : ବାରରେ ଦୁଇଟି ଏକ ଓ ଗୋଟିଏ ଦୁଇ ଅଛି

गिनती या संख्या में एक होने की अवस्था या भाव।

बारह में दो इकाई और एक दहाई है।
इकाई

The smallest whole number or a numeral representing this number.

He has the one but will need a two and three to go with it.
They had lunch at one.
1, ace, i, one, single, unity

ଏକ   ବିଶେଷଣ

ଅର୍ଥ : ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍

ଉଦାହରଣ : ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ

ସମକକ୍ଷ : ଗୋଟିଏ, ଜଣେ,

अकेला या गिनती में शून्य से ऊपर तथा दो से कम।

यह काम एक आदमी के बस का नहीं है।
1, I, इक, एक, हेक,

ଅର୍ଥ : ମାତ୍ର ଗୋଟିଏ

ଉଦାହରଣ : ଶୀଳା ତାଙ୍କର ଏକମାତ୍ର ସନ୍ତାନ ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି

ସମକକ୍ଷ : ଏକମାତ୍ର, ଏକଲା, ଏକୋଇ, ଗୋଟିଏ ମାତ୍ର

सिर्फ एक।

शीला उसकी एकमात्र संतान है।
मेरे पास मात्र एक कलम है।
इकलौता, एक अकेला, एकमात्र, एकलौता, मात्र एक

The single one of its kind.

A singular example.
The unique existing example of Donne's handwriting.
A unique copy of an ancient manuscript.
Certain types of problems have unique solutions.
singular, unique