ଅର୍ଥ : ଏକୁଟିଆ ରହିବାବାଲା ବ୍ୟକ୍ତି ବା ଲୋକଙ୍କ ସହିତ ମିଳାମିଶା ନ କରିବାବାଲା ବ୍ୟକ୍ତି
ଉଦାହରଣ :
ସେ ଏକୁଟିଆ ଅଛି
ସମକକ୍ଷ : ଅସହାୟ
ଅର୍ଥ : ସେହିସ୍ଥାନ ଯେଉଁଠାରେ କେହିନଥାନ୍ତି
ଉଦାହରଣ :
କିଛିଲୋକ ନିର୍ଜନ ସ୍ଥାନରେ ବାସକରିବାକୁ ପସନ୍ଦ କରନ୍ତି ସଂଧ୍ୟା ବେଳେ ଏକୁଟିଆ ଯାଅନାହିଁ
ସମକକ୍ଷ : ଏକାନ୍ତ, ନିର୍ଜନ, ନିର୍ଜନ ସ୍ଥାନ, ଲୋକଶୂନ୍ୟ, ଶୁନଶାନ୍
ଅର୍ଥ : ଏକାନ୍ତରେ ରହିବା ବା ବାସକରିବା ବ୍ୟକ୍ତି
ଉଦାହରଣ :
ଏକାନ୍ତବାସୀ ଋଷିଙ୍କ କୁଟୀର ସେହି ପାହାଡ଼ ଉପରେ
ସମକକ୍ଷ : ଏକଲା, ଏକାନ୍ତବାସୀ