ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇକ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇକ୍କା   ବିଶେଷ୍ୟ

ଅର୍ଥ : ଯେଉଁ ପଶୁ ବା ପକ୍ଷୀ ନିଜ ଗୋଠରୁ ଅଲଗା ହୋଇ ଯାଇଛି ବା ଏକୁଟିଆ ପଡିଯାଇଛି

ଉଦାହରଣ : ସିଂହ ଏକଲାକୁ ଝାମ୍ପି ନେଲା

ସମକକ୍ଷ : ଏକଲା, ଏକ୍କା

ऐसा पशु या पक्षी जो अपने झुंड से छूटकर अलग हो गया या अकेला पड़ गया हो।

शेर ने इक्के को दबोच लिया।
इक्का, एक्का

ଅର୍ଥ : ଏକ ପ୍ରକାର କାନ ଫୁଲ ଯେଉଁଥିରେ ଗୋଟିଏ ମୋତି ଥାଏ

ଉଦାହରଣ : ମାଲିକାଣୀ ଇକ୍କା ପିନ୍ଧନ୍ତି

एक प्रकार की कान की बाली जिसमें एक मोती होता है।

मालकिन इक्का पहनती है।
इक्का

ଅର୍ଥ : ଯେଉଁ ଯୋଦ୍ଧା ଯୁଦ୍ଧରେ ଏକୁଟିଆ ଲଢେ ବା ବଡବଡ କାମ କରି ପାରେ

ଉଦାହରଣ : ଏକ୍କା ଶତ୍ରୁ-ଶିବିରରେ ଚହଳ ପକାଇ ଦେଇଥିଲା

ସମକକ୍ଷ : ଏକ୍କା

वह योद्धा जो युद्ध में अकेला लड़ता हो या बड़े-बड़े काम कर सकता हो।

एक्के ने शत्रुदल में तहलका मचा दिया था।
इक्का, एक्का

ଅର୍ଥ : ଏକ ପ୍ରକାରର ଦୁଇ ଚକିଆ ଗାଡ଼ି ଯେଉଁଥିରେ ଗୋଟିଏ ଘୋଡ଼ା ଯୋଡ଼ା ଯାଇଥାଏ

ଉଦାହରଣ : ଆମେମାନେ ଏକ୍କା ଚଢ଼ି ଗାଁ ଆଡ଼କୁ ଚାଲିଲୁ

ସମକକ୍ଷ : ଏକ୍କା

एक प्रकार की दो पहियों की गाड़ी जिसमें एक घोड़ा जोता जाता है।

हम लोगों ने इक्के पर सवार होकर गाँव की ओर प्रस्थान किया।
इक्का, एक्का

A small lightweight carriage. Drawn by a single horse.

buggy, roadster