ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ଉଦାହରଣ : ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ସମକକ୍ଷ : ଯୋଗ୍ୟ, ସମର୍ଥ
जिसमें किसी काम को अच्छी तरह से करने की दक्षता या गुण हो।
Have the skills and qualifications to do things well.
ଅର୍ଥ : ଯେଉଁଭଳି ହେବା ଦରକାର ସେଭଳି
ଉଦାହରଣ : ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
ସମକକ୍ଷ : ଉଚିତ, ଠିକ, ଯୋଗ୍ୟ, ସମୁଚିତ
जैसा होना चाहिए वैसा या जहाँ होना चाहिए वहाँ।
Suitable for a particular person or place or condition etc.
ଅର୍ଥ : କିଛି ପାଇବା ବା ନେବାର ଯୋଗ୍ୟ
ଉଦାହରଣ : ସେ ପୂଜା ପାଇବାର ଯୋଗ୍ୟ
ସମକକ୍ଷ : ଯୋଗ୍ୟ
कुछ पाने या लेने के योग्य।
ଅର୍ଥ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
ଉଦାହରଣ : ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
ସମକକ୍ଷ : ଉଚିତ, ଠିକ୍, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ
पूर्वापर या आस-पास की बातों के विचार से अथवा और किसी प्रकार से ठीक बैठने या मेल रखने वाला।
ସଂସ୍ଥାପନ କରନ୍ତୁ