ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚିତ   ବିଶେଷଣ

ଅର୍ଥ : ପ୍ରତ୍ୟେକ ଦୃଷ୍ଟିରେ ପ୍ରତ୍ୟେକ ରୂପରେ ଉଚିତ୍‌

ଉଦାହରଣ : ମନ୍ତ୍ରୀମହୋଦୟଙ୍କ ରହଣିର ସମୁଚିତ ବ୍ୟବସ୍ଥା ହୋଇସାରିଛି

ସମକକ୍ଷ : ସମୁଚିତ

हर दृष्टि से हर रूप में उचित।

मंत्रीजी के ठहरने की समुचित व्यवस्था हो चुकी है।
समुचित

ଅର୍ଥ : ଯିଏ ନୈତିକତାରେ ପୂର୍ଣ୍ଣ

ଉଦାହରଣ : ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ

ସମକକ୍ଷ : ଠିକ, ନୀତିପୂର୍ଣ୍ଣ, ନୈତିକ, ନୈତିକତାପୂର୍ଣ୍ଣ

जो नैतिकता से भरा हुआ हो।

हमें नैतिक काम ही करना चाहिए।
उचित, नीतिपूर्ण, नीतियुक्त, नैतिक, नैतिकतापूर्ण, सही

ଅର୍ଥ : ଯେଉଁଭଳି ହେବା ଦରକାର ସେଭଳି

ଉଦାହରଣ : ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ

ସମକକ୍ଷ : ଉପଯୁକ୍ତ, ଠିକ, ଯୋଗ୍ୟ, ସମୁଚିତ

जैसा होना चाहिए वैसा या जहाँ होना चाहिए वहाँ।

आपको उचित बात कहनी चाहिए।
समुचित प्रयास से ही किसी भी कार्य में सफलता मिलती है।
अर्ह, उचित, उपयुक्त, ऐन, ज़ेबा, जेबा, ठीक, प्रशस्त, मुनासिब, मुफ़ीद, मुफीद, मौज़ू, मौज़ूँ, मौजूँ, मौजूं, योग्य, रास, लायक, लायक़, वाजिब, सही

Suitable for a particular person or place or condition etc.

A book not appropriate for children.
A funeral conducted the appropriate solemnity.
It seems that an apology is appropriate.
appropriate

ଅର୍ଥ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍‌ ବା ମେଳ ରଖିବାବାଲା

ଉଦାହରଣ : ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍‌ ହୋଇଗଲେ

ସମକକ୍ଷ : ଉପଯୁକ୍ତ, ଠିକ୍‌, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ

पूर्वापर या आस-पास की बातों के विचार से अथवा और किसी प्रकार से ठीक बैठने या मेल रखने वाला।

मंत्री जी के संगत उत्तर से पत्रकार चुप हो गये।
उचित, उपयुक्त, ज़ेबा, जायज, जायज़, जेबा, ठीक, फिट, माकूल, मुनासिब, मुफ़ीद, मुफीद, यथोचित्, लाजमी, लाज़मी, लाज़िम, लाज़िमी, लाजिम, लाजिमी, वाज़िब, वाजिब, संगत

Suitable for a particular person or place or condition etc.

A book not appropriate for children.
A funeral conducted the appropriate solemnity.
It seems that an apology is appropriate.
appropriate

ଅର୍ଥ : ନିୟମାନୁସାରେ ଉଚିତ ବା ଠିକ

ଉଦାହରଣ : ବିହିତ କର୍ମ କଲେ ମନ ଶାନ୍ତ ରହେ

ସମକକ୍ଷ : ବିଧିସମ୍ମତ, ବିହିତ

नियमानुसार उचित या ठीक।

विहित कर्म करने से मन शांत रहता है।
विहित