ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠିକ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠିକ୍‌   ବିଶେଷ୍ୟ

ଅର୍ଥ : ଯାହା ନ୍ୟାୟ ସଙ୍ଗତ, ଉଚିତ ଓ ଧର୍ମ ସହିତ ସମ୍ବନ୍ଧିତ

ଉଦାହରଣ : ସତ୍ୟ ରକ୍ଷାନିମନ୍ତେ ସେ ନିଜର ଜୀବନକୁ ବଳି ଦେଲେ

ସମକକ୍ଷ : ଯଥାର୍ଥ, ସତ, ସତ୍ୟ

वह जो न्यायसंगत, उचित और धर्म से संबंधित हो।

सत्य की रक्षा में उन्होंने अपनी जान गँवा दी।
अवितथ, ऋत, तहक़ीक़, तहकीक, पूत, यथार्थ, सच, सत्त, सत्य, साँच, सांच

A fact that has been verified.

At last he knew the truth.
The truth is that he didn't want to do it.
truth

ଠିକ୍‌   ବିଶେଷଣ

ଅର୍ଥ : ଯେ ବାସ୍ତବରେ ଅଛି ବା ଥାଏ ବା ଏକଦମ ଠିକ୍‌

ଉଦାହରଣ : ମୁଁ ଏବେ ଏବେ ଏକ ଅବିଶ୍ୱସନୀୟ ମାତ୍ର ବାସ୍ତବିକ ଘଟଣା ଶୁଣିଲି

ସମକକ୍ଷ : ଅସଲି, ପ୍ରକୃତ, ବାସ୍ତବିକ, ଯଥାର୍ଥ, ସତ୍ୟ

जो वास्तव में हो या हुआ हो या बिल्कुल ठीक।

मैंने अभी-अभी एक अविश्वसनीय पर वास्तविक घटना सुनी है।
अकल्पित, अकाल्पनिक, अकूट, असल, असली, प्रकृत, प्राकृतिक, यथार्थ, वास्तव, वास्तविक, सच्चा, सही

ଅର୍ଥ : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ

ଉଦାହରଣ : ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି

ସମକକ୍ଷ : ଅବଧାରିତ, ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ, ନିଶ୍ଚିତ

जो नियत या निर्धारित हो।

मैं निश्चित जगह पर पहुँच जाऊँगा।
अवधारित, अवधृत, अवसित, अविकल्प, ऐन, कायम, ठीक, तय, नियत, नियमित, निर्दिष्ट, निर्धारित, निश्चित, प्रवृत्त

Characterized by certainty or security.

A tiny but assured income.
We can never have completely assured lives.
assured

ଅର୍ଥ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍‌ ବା ମେଳ ରଖିବାବାଲା

ଉଦାହରଣ : ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍‌ ହୋଇଗଲେ

ସମକକ୍ଷ : ଉଚିତ, ଉପଯୁକ୍ତ, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ

पूर्वापर या आस-पास की बातों के विचार से अथवा और किसी प्रकार से ठीक बैठने या मेल रखने वाला।

मंत्री जी के संगत उत्तर से पत्रकार चुप हो गये।
उचित, उपयुक्त, ज़ेबा, जायज, जायज़, जेबा, ठीक, फिट, माकूल, मुनासिब, मुफ़ीद, मुफीद, यथोचित्, लाजमी, लाज़मी, लाज़िम, लाज़िमी, लाजिम, लाजिमी, वाज़िब, वाजिब, संगत

Suitable for a particular person or place or condition etc.

A book not appropriate for children.
A funeral conducted the appropriate solemnity.
It seems that an apology is appropriate.
appropriate