ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମୁଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମୁଚିତ   ବିଶେଷଣ

ଅର୍ଥ : ପ୍ରତ୍ୟେକ ଦୃଷ୍ଟିରେ ପ୍ରତ୍ୟେକ ରୂପରେ ଉଚିତ୍‌

ଉଦାହରଣ : ମନ୍ତ୍ରୀମହୋଦୟଙ୍କ ରହଣିର ସମୁଚିତ ବ୍ୟବସ୍ଥା ହୋଇସାରିଛି

ସମକକ୍ଷ : ଉଚିତ

हर दृष्टि से हर रूप में उचित।

मंत्रीजी के ठहरने की समुचित व्यवस्था हो चुकी है।
समुचित

ଅର୍ଥ : ଯେଉଁଭଳି ହେବା ଦରକାର ସେଭଳି

ଉଦାହରଣ : ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ

ସମକକ୍ଷ : ଉଚିତ, ଉପଯୁକ୍ତ, ଠିକ, ଯୋଗ୍ୟ

जैसा होना चाहिए वैसा या जहाँ होना चाहिए वहाँ।

आपको उचित बात कहनी चाहिए।
समुचित प्रयास से ही किसी भी कार्य में सफलता मिलती है।
अर्ह, उचित, उपयुक्त, ऐन, ज़ेबा, जेबा, ठीक, प्रशस्त, मुनासिब, मुफ़ीद, मुफीद, मौज़ू, मौज़ूँ, मौजूँ, मौजूं, योग्य, रास, लायक, लायक़, वाजिब, सही

Suitable for a particular person or place or condition etc.

A book not appropriate for children.
A funeral conducted the appropriate solemnity.
It seems that an apology is appropriate.
appropriate