ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମସ୍ତିଷ୍କର ଯେଉଁ ରୋଗରେ ମନ ଓ ବୁଦ୍ଧିର ସନ୍ତୁଳନ ବିଗିଡ଼ି ଯାଏ
ଉଦାହରଣ : ଅତ୍ୟଧିକ ଦୁଃଖ କାରଣରୁ ସେ ଉନ୍ମାଦ ହୋଇଗଲା
ସମକକ୍ଷ : ଉନ୍ମତ୍ତତା, ଚିତ୍ତବିଭ୍ରମ, ପାଗଳପଣ, ପାଗଳାମି, ପ୍ରମାଦ, ସ୍ମୃତିବିଭ୍ରମ
मस्तिष्क का वह रोग जिसमें मन और बुद्धि का संतुलन बिगड़ जाता है।
Relatively permanent disorder of the mind.
ଅର୍ଥ : କାମଦେବଙ୍କ ପାଞ୍ଚ ବାଣରୁ ଗୋଟିଏ
ଉଦାହରଣ : କାମଦେବ ମାଦନ ବାଣ ପ୍ରୟୋଗକରି ପ୍ରାଣୀମାନଙ୍କୁ ଉନ୍ମତ୍ତ କରିଦିଅନ୍ତି
ସମକକ୍ଷ : ମାଦନ, ମାଦନ ବାଣ
कामदेव के पाँच बाणों में से एक।
ଅର୍ଥ : ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
ଉଦାହରଣ : ରାମ ନିଜ ଆଖି ଆଗରେ ନିଜ ଘର ଭାଙ୍ଗିଯିବା ଦେଖି ପାଗଳ ହୋଇଗଲା
ସମକକ୍ଷ : ଉନ୍ମତ୍ତ, ପାଗଳ
जिसके मस्तिष्क में विकार आ गया हो।
ଅର୍ଥ : ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
ଉଦାହରଣ : ସେ ଜଣେ ପାଗଳ ବ୍ୟକ୍ତି
ସମକକ୍ଷ : ପାଗଳ, ପାଗଳା
जिसे कुछ झक या सनक हो।
Informal or slang terms for mentally irregular.
ଅର୍ଥ : ଉନ୍ମତ୍ତ ହେଉଥିବା ଲୋକ
ଉଦାହରଣ : ସେ ଏହି ମଦ୍ୟ ନିଶାରେ ଉନ୍ମତ୍ତ ଲୋକ ସହିତ କଥାବାର୍ତ୍ତା କରିବାକୁ ଚାହୁଁନାହିଁ
ସମକକ୍ଷ : ଉନ୍ମତ୍ତ, ଉନ୍ମାଦିଆ, ଉନ୍ମାଦୀ
उन्मत्त होने वाला।
Vigorously passionate.
ସଂସ୍ଥାପନ କରନ୍ତୁ