ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତିର ମଥା କାମକରେ ନାହିଁ
ଉଦାହରଣ : ରାସ୍ତାରେ ପାଗଳ ଲୋକଟି ନିଜକୁ ନିଜେ କଥା କହି କହି ଯାଉଥିଲା
ସମକକ୍ଷ : ପାଗେଲା, ବାଇଆ
वह व्यक्ति जिसके दिमाग ने काम करना छोड़ दिया हो।
A person who is regarded as eccentric or mad.
ଅର୍ଥ : ଯେ ନିଜ ଅଧିନରେ ନାହିଁ
ଉଦାହରଣ : ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
ସମକକ୍ଷ : ଉନ୍ମତ୍ତ, ଭ୍ରାନ୍ତ, ମଦାନ୍ଧ
जो आपे में न हो।
Marked by uncontrolled excitement or emotion.
ଅର୍ଥ : କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ
ଉଦାହରଣ : କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ
ସମକକ୍ଷ : ବାଇଆ, ବାଚାଳ
क्रोध,प्रेम आदि के कारण जो आपे में न हो।
ଅର୍ଥ : ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
ଉଦାହରଣ : ରାମ ନିଜ ଆଖି ଆଗରେ ନିଜ ଘର ଭାଙ୍ଗିଯିବା ଦେଖି ପାଗଳ ହୋଇଗଲା
ସମକକ୍ଷ : ଉନ୍ମତ୍ତ, ଉନ୍ମାଦ
जिसके मस्तिष्क में विकार आ गया हो।
ଅର୍ଥ : ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
ଉଦାହରଣ : ସେ ଜଣେ ପାଗଳ ବ୍ୟକ୍ତି
ସମକକ୍ଷ : ଉନ୍ମାଦ, ପାଗଳା
जिसे कुछ झक या सनक हो।
Informal or slang terms for mentally irregular.
ସଂସ୍ଥାପନ କରନ୍ତୁ