ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଦନ   ବିଶେଷ୍ୟ

ଅର୍ଥ : କାମଦେବଙ୍କ ପାଞ୍ଚ ବାଣରୁ ଗୋଟିଏ

ଉଦାହରଣ : କାମଦେବ ମାଦନ ବାଣ ପ୍ରୟୋଗକରି ପ୍ରାଣୀମାନଙ୍କୁ ଉନ୍ମତ୍ତ କରିଦିଅନ୍ତି

ସମକକ୍ଷ : ଉନ୍ମାଦ, ମାଦନ ବାଣ

कामदेव के पाँच बाणों में से एक।

कामदेव मादन के प्रयोग से जीव को मस्त कर देते हैं।
उन्माद, मादन