ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଗଳପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଗଳପଣ   ବିଶେଷ୍ୟ

ଅର୍ଥ : ପାଗଳମାନଙ୍କ ପରି ଶବ୍ଦ, ପ୍ରବୃତି ବା ଆଚରଣ

ଉଦାହରଣ : ତା ଉପରେ ଟଙ୍କା ରୋଜଗାରର ପାଗଳାମି ସବାର ହୋଇଛି

ସମକକ୍ଷ : ପାଗଳାମି

पागलों की सी धुन, प्रवृति या आचरण।

उस पर पैसा कमाने की सनक सवार हो गई है।
क्रेज, जनून, जुनून, झक, धुन, पागलपन, पागलपना, सनक

An interest followed with exaggerated zeal.

He always follows the latest fads.
It was all the rage that season.
craze, cult, fad, furor, furore, rage

ଅର୍ଥ : ମସ୍ତିଷ୍କର ଯେଉଁ ରୋଗରେ ମନ ଓ ବୁଦ୍ଧିର ସନ୍ତୁଳନ ବିଗିଡ଼ି ଯାଏ

ଉଦାହରଣ : ଅତ୍ୟଧିକ ଦୁଃଖ କାରଣରୁ ସେ ଉନ୍ମାଦ ହୋଇଗଲା

ସମକକ୍ଷ : ଉନ୍ମତ୍ତତା, ଉନ୍ମାଦ, ଚିତ୍ତବିଭ୍ରମ, ପାଗଳାମି, ପ୍ରମାଦ, ସ୍ମୃତିବିଭ୍ରମ

मस्तिष्क का वह रोग जिसमें मन और बुद्धि का संतुलन बिगड़ जाता है।

अत्यधिक शोक के कारण उसे उन्माद हो गया।
उन्मत्तता, उन्माद, उन्माद रोग, चित्त विक्षिप्तता, चित्त विभ्रम, पागलपन, प्रमाद, बदहवासी, विक्षिप्तता

Relatively permanent disorder of the mind.

insanity