ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉନ୍ମତ୍ତତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉନ୍ମତ୍ତତା   ବିଶେଷ୍ୟ

ଅର୍ଥ : ମସ୍ତିଷ୍କର ଯେଉଁ ରୋଗରେ ମନ ଓ ବୁଦ୍ଧିର ସନ୍ତୁଳନ ବିଗିଡ଼ି ଯାଏ

ଉଦାହରଣ : ଅତ୍ୟଧିକ ଦୁଃଖ କାରଣରୁ ସେ ଉନ୍ମାଦ ହୋଇଗଲା

ସମକକ୍ଷ : ଉନ୍ମାଦ, ଚିତ୍ତବିଭ୍ରମ, ପାଗଳପଣ, ପାଗଳାମି, ପ୍ରମାଦ, ସ୍ମୃତିବିଭ୍ରମ

मस्तिष्क का वह रोग जिसमें मन और बुद्धि का संतुलन बिगड़ जाता है।

अत्यधिक शोक के कारण उसे उन्माद हो गया।
उन्मत्तता, उन्माद, उन्माद रोग, चित्त विक्षिप्तता, चित्त विभ्रम, पागलपन, प्रमाद, बदहवासी, विक्षिप्तता

Relatively permanent disorder of the mind.

insanity

ଅର୍ଥ : ମତୁଆଲା ବା ଉନ୍ମତ୍ତ ହେବାର ଅବସ୍ଥା

ଉଦାହରଣ : ଉନ୍ମତ୍ତତାଯୋଗୁଁ ସେ ଏଣୁତେଣୁ ଗପୁଥିଲା୤

ସମକକ୍ଷ : ପାଗଳାମି, ବାତୁଳାମି

मतवाला या उन्मत्त होने की अवस्था।

मतवालेपन के कारण वह इधर-उधर की बातें कर रहा है।
उन्मत्तता, प्रमत्तता, मतवालापन, मदहोशी, मस्ती

A usually brief state of excitement and mental confusion often accompanied by hallucinations.

delirium