ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଷ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଷ୍ଟି   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରକ୍ରିୟାଦ୍ୱାରା ଖାଦ୍ୟ ପଦାର୍ଥ ଶରୀରର କୋଷିକାରେ ଏବଂ ଶରୀରର ବୃଦ୍ଧି, ମରାମତି ତଥା ତାହାର ସାମାନ୍ୟ କାର୍ଯ୍ୟପାଇଁ ଶକ୍ତିରେ ରୂପାନ୍ତରିତ ହୋଇଯାଏ

ଉଦାହରଣ : ବେଳେ ବେଳେ ଶାରୀରିକ ଶକ୍ତିହୀନତା କାରଣରୁ ପାଚନ ଭଲଭାବରେ ହୋଇ ନ ଥାଏ

ସମକକ୍ଷ : ଅଭିବୃଦ୍ଧି, ଉନ୍ନତି, ଉପଚୟ, ପାଚନ, ସମୃଦ୍ଧି

वह क्रिया जिसके द्वारा खाद्य पदार्थ शरीर के ऊतकों में एवं शरीर की वृद्धि, मरम्मत तथा इसके सामान्य कार्यों के लिए ऊर्जा या शक्ति में रूपान्तरित हो जाते हैं।

कभी-कभी शारीरिक कमजोरी का कारण उपचय का ठीक तरह से न होना होता है।
उपचय, रचनात्मक चयापचय

The synthesis in living organisms of more complex substances (e.g., living tissue) from simpler ones together with the storage of energy.

anabolism, constructive metabolism

ଅର୍ଥ : ଶକ୍ତିଶାଳୀ ହେବାର ଅବସ୍ଥା ବା ଭାବ

ଉଦାହରଣ : ଶରୀରର ବଳିଷ୍ଠତାପାଇଁ ସେ ପ୍ରତିଦିନ କସରତ କରନ୍ତି

ସମକକ୍ଷ : ପୁଷ୍ଟତା, ବଳିଷ୍ଠତା, ଶକ୍ତିମତ୍ତା, ଶକ୍ତିଶାଳିତା

शक्तिशाली होने की अवस्था या भाव।

शरीर की बलिष्ठता के लिए वह प्रतिदिन व्यायाम करता है।
पुष्टता, पुष्टि, बलशालिता, बलिष्ठता, शक्तिशालीता