ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ଧାର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ଧାର କରିବା   କ୍ରିୟାପଦ

ଅର୍ଥ : କୌଣସି ବନ୍ଧନ ବା କାମରୁ ମୁକ୍ତ ହେବା

ଉଦାହରଣ : ମୁନିଋଷି ମାନେ ନିଜ ସାଧନା ବଳରେ ସଂସାରିକ ଦୁଃଖରୁ ନିଜକୁ ମୁକ୍ତ କରିଥିଲେ

ସମକକ୍ଷ : ଉଦ୍ଧାର ପାଇବା, ନିସ୍ତାର ପାଇବା, ମୁକ୍ତ କରିବା, ମୁକ୍ତି ପାଇବା

किसी बंधन या काम से मुक्त होना।

ऋषि अपनी साधना के बल पर संसार के दुःखों से उबरता है।
उद्धार पाना, उबरना, निस्तार पाना, मुक्त होना

Bring into safety.

We pulled through most of the victims of the bomb attack.
bring through, carry through, pull through, save

ଅର୍ଥ : ଛାଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମୋହନ ସୋହନକୁ ସିପାହୀଠାରୁ ମୁକ୍ତି କରାଇଲା

ସମକକ୍ଷ : ପରିତ୍ରାଣ କରାଇବା, ମୁକ୍ତି କରାଇବା

छोड़ने का काम दूसरे से कराना।

मोहन ने सोहन को सिपाही से छुड़वाया।
छुड़वाना, छोड़वाना

ଅର୍ଥ : ନିସ୍ତାର ବା ଉଦ୍ଧାର କରିବା

ଉଦାହରଣ : ସେ ମୋତେ ଏହି ବିପଦରୁ ଉଦ୍ଧାର କଲା

ସମକକ୍ଷ : ଉତ୍ତାରିବା, ବାହାର କରିବା

निस्तार या उद्धार करना।

उसने मुझे इस मुसीबत से निकाला।
उगारना, उद्धार करना, उद्धारना, उधारना, उबारना, निकालना

ଅର୍ଥ : ଭବବାଧା ଦୂରକରିବା

ଉଦାହରଣ : ଭଗବାନ ହିଁ ଆମ ସମସ୍ତଙ୍କୁ ତାରିବେ

ସମକକ୍ଷ : ଉଦ୍ଧାରିବା, ତାରଣ କରିବା, ତାରିବା, ନିସ୍ତାର କରିବା, ମୁକ୍ତିଦେବା

भव बाधा दूर करना या भव बंधन से मुक्त रखना।

भगवान ही हम सबको तारेंगे।
उद्धार करना, उधारना, उबारना, तारना, निस्तार करना, बेड़ा पार लगाना, मुक्त करना