ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ଧାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ଧାରିବା   କ୍ରିୟାପଦ

ଅର୍ଥ : ଭବବାଧା ଦୂରକରିବା

ଉଦାହରଣ : ଭଗବାନ ହିଁ ଆମ ସମସ୍ତଙ୍କୁ ତାରିବେ

ସମକକ୍ଷ : ଉଦ୍ଧାର କରିବା, ତାରଣ କରିବା, ତାରିବା, ନିସ୍ତାର କରିବା, ମୁକ୍ତିଦେବା

भव बाधा दूर करना या भव बंधन से मुक्त रखना।

भगवान ही हम सबको तारेंगे।
उद्धार करना, उधारना, उबारना, तारना, निस्तार करना, बेड़ा पार लगाना, मुक्त करना