ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତାରିବା   ବିଶେଷ୍ୟ

ଅର୍ଥ : ରନ୍ଧା ହୋଇଥିବା ଖାଦ୍ୟକୁ ଚୁଲି ଉପରୁ ଓଲ୍ଲାଇ ତଳେ ରଖିବାର କାମ

ଉଦାହରଣ : ସେ ହାଣ୍ଡିକୁ ଉତ୍ତାରିବା ପାଇଁ ସହାୟତା ଲୋଡିଲେ

ସମକକ୍ଷ : ଓଲ୍ଲାଇବା

पके हुए भोजन को चूल्हे पर से उतार कर नीचे रखने की क्रिया।

उसने कटाह के अवश्रयण के लिए सहायता माँगी।
अवश्रयण

ଉତ୍ତାରିବା   କ୍ରିୟାପଦ

ଅର୍ଥ : ନିସ୍ତାର ବା ଉଦ୍ଧାର କରିବା

ଉଦାହରଣ : ସେ ମୋତେ ଏହି ବିପଦରୁ ଉଦ୍ଧାର କଲା

ସମକକ୍ଷ : ଉଦ୍ଧାର କରିବା, ବାହାର କରିବା

निस्तार या उद्धार करना।

उसने मुझे इस मुसीबत से निकाला।
उगारना, उद्धार करना, उद्धारना, उधारना, उबारना, निकालना