ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଜୁଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଜୁଡ଼ିବା   କ୍ରିୟାପଦ

ଅର୍ଥ : ଭାଙ୍ଗିରୁଜି ନଷ୍ଟ ହେବା

ଉଦାହରଣ : ସବୁଠାରୁ ଭଲ ଜଣାଶୁଣା ମହଲ ସମୟର ସହିତ ଉଜୁଡ଼ିଗଲା

ସମକକ୍ଷ : ନଷ୍ଟହେବା, ଭଗ୍ନ ହେବା, ଭାଙ୍ଗିରୁଜି ଯିବା

टूट-फूटकर नष्ट होना।

कभी सबसे अच्छी मानी जाने वाली यह हवेली समय के साथ उजड़ गई।
उखड़ना-पुखड़ना, उजड़ना, उजरना, उदसना, ध्वस्त होना

ଅର୍ଥ : ମାନବଶୂନ୍ୟ ହେବା

ଉଦାହରଣ : ଝଡ଼ ତୋଫାନରେ କେତେକ ବସ୍ତି ଉଜୁଡ଼ି ଗଲା

ସମକକ୍ଷ : ନଷ୍ଟ ହେବା

मानवरहित होना।

आँधी-तूफ़ान से कई बस्तियाँ उजड़ गयीं।
उजड़ना, उजरना, उदसना, विरान होना

ଅର୍ଥ : ଅସ୍ତବ୍ୟସ୍ତ ହୋଇଯିବା

ଉଦାହରଣ : ଭୀଷଣ ଝଡ଼ ତୋଫାନରେ ରାମର କୁଡ଼ିଆ ଉଜୁଡ଼ି ଗଲା

ସମକକ୍ଷ : ଛା‌ରଖାର ହେବା

तितर-बितर हो जाना।

तेज़ आँधी में राम की झोपड़ी उजड़ गई।
उजड़ना, उजरना

ଅର୍ଥ : କ୍ଷତି ବା କମ ହେବା

ଉଦାହରଣ : ବର୍ଷା ଅଭାବରୁ ଏ ବର୍ଷ ଫସଲ ଉଜୁଡ଼ିଯାଇଛି

ସମକକ୍ଷ : ଭାଙ୍ଗିବା

घाटा या कमी होना।

वर्षा की कमी के कारण इस वर्ष फ़सल टूट गई है।
टूटना

Grow worse.

Conditions in the slum worsened.
decline, worsen