ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଷ୍ଟ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଷ୍ଟ ହେବା   କ୍ରିୟାପଦ

ଅର୍ଥ : ମାନବଶୂନ୍ୟ ହେବା

ଉଦାହରଣ : ଝଡ଼ ତୋଫାନରେ କେତେକ ବସ୍ତି ଉଜୁଡ଼ି ଗଲା

ସମକକ୍ଷ : ଉଜୁଡ଼ିବା

मानवरहित होना।

आँधी-तूफ़ान से कई बस्तियाँ उजड़ गयीं।
उजड़ना, उजरना, उदसना, विरान होना

ଅର୍ଥ : ପୂର୍ଣ୍ଣ ରୂପରେ ସଫଳ ନହେବା ବା ପତନ ଘଟିବା

ଉଦାହରଣ : ଆପଣଙ୍କ ଯୋଗୁଁ ମୋ ଯୋଜନା ଅସଫଳ ହେଲା

ସମକକ୍ଷ : ଅସଫଳ ହେବା, ଫେଲ ହେବା, ବିଫଳ ହେବା

* पूर्णरूप से सफल न होना या पतन होना।

आपके कारण मेरी योजना असफल हुई।
असफल होना, खटाई में पड़ना, ढहना, ध्वस्त होना, फेल होना, फ्लाप होना

Break down, literally or metaphorically.

The wall collapsed.
The business collapsed.
The dam broke.
The roof collapsed.
The wall gave in.
The roof finally gave under the weight of the ice.
break, cave in, collapse, fall in, founder, give, give way

ଅର୍ଥ : କୌଣସି ବସ୍ତୁ, କାମ ଇତ୍ୟାଦି ନଷ୍ଟ ହୋଇଯିବା

ଉଦାହରଣ : ତାର ପୂରା ଧନ୍ଦା ବୁଡ଼ିଗଲା

ସମକକ୍ଷ : ବୁଡ଼ିଯିବା

कोई वस्तु, कार्य आदि का नष्ट हो जाना।

उसका पूरा धंधा डूब गया।
उलटना, चला जाना, चौपट होना, डूबना, नष्ट होना, बरबाद होना, बर्बाद होना, बहना, बिलाना, बैठना, लुटिया डूबना

Grow worse.

Her condition deteriorated.
Conditions in the slums degenerated.
The discussion devolved into a shouting match.
degenerate, deteriorate, devolve, drop