ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଷ୍ଟହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଷ୍ଟହେବା   କ୍ରିୟାପଦ

ଅର୍ଥ : ଭାଙ୍ଗିରୁଜି ନଷ୍ଟ ହେବା

ଉଦାହରଣ : ସବୁଠାରୁ ଭଲ ଜଣାଶୁଣା ମହଲ ସମୟର ସହିତ ଉଜୁଡ଼ିଗଲା

ସମକକ୍ଷ : ଉଜୁଡ଼ିବା, ଭଗ୍ନ ହେବା, ଭାଙ୍ଗିରୁଜି ଯିବା

टूट-फूटकर नष्ट होना।

कभी सबसे अच्छी मानी जाने वाली यह हवेली समय के साथ उजड़ गई।
उखड़ना-पुखड़ना, उजड़ना, उजरना, उदसना, ध्वस्त होना

ଅର୍ଥ : କୌଣସି କାମ ଆଦିରେ କ୍ଷତି ବା ହାନିହେବା

ଉଦାହରଣ : ଏହିକାମରେ ରାମର ଅନେକ କ୍ଷତିହେଲା

ସମକକ୍ଷ : ଅପଚୟ ହେବା, କ୍ଷତିହେବା, ନାଶହେବା, ହାନିହେବା

किसी काम आदि में नुकसान या हानि उठाना।

इस धंधे में राम ने बहुत नुकसान उठाया।
घाटा उठाना, नुकसान उठाना, हानि उठाना

Suffer failure, as in some enterprise.

shipwreck

ଅର୍ଥ : ଶସ୍ୟଗୁଡ଼ିକ ଗରମରୁ ସଢ଼ିଯିବା

ଉଦାହରଣ : ଗୋଦାମଘରେ ତଳେଥିବ ଶସ୍ୟ ସଢ଼ିଗଲାଣି

ସମକକ୍ଷ : ପଚିଯିବା, ସଢ଼ିଯିବା

अनाज का गर्मी पाकर सड़ना।

बखार में नीचे का अनाज भगर गया है।
भँकरना, भँगरना, भकरना, भगरना