ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାଶୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାଶୟ   ବିଶେଷ୍ୟ

ଅର୍ଥ : ବଡ଼ଲୋକମାନଙ୍କପାଇଁ ଏକ ଆଦର ସୂଚକ ସମ୍ବୋଧନ

ଉଦାହରଣ : ହଜୁର ! ଆପଣ କେମିତି ଅଛନ୍ତି ?

ସମକକ୍ଷ : ଆଜ୍ଞା, ମହୋଦୟ, ହଜୁର

बड़े व्यक्तियों के लिए एक आदरसूचक संबोधन।

हुजूर ! कैसे हैं आप?
हजूर, हुज़ूर, हुजूर

ଅର୍ଥ : ମହାନ ବା ଉଚ୍ଚ ବିଚାର ଓ ଆଶା ରଖିଥିବା ବ୍ୟକ୍ତି

ଉଦାହରଣ : ମହାନୁଭବଙ୍କ ସଙ୍ଗତି ଲାଭପ୍ରଦ ହୋଇଥାଏ

ସମକକ୍ଷ : ମହାନୁଭବ

महान या उच्च आशय और विचारों वाला व्यक्ति।

महाशयों की संगति लाभप्रद होती है।
महानुभाव, महाशय

A man of refinement.

gentleman

ଅର୍ଥ : ଯେ ଅତ୍ୟଧିକ ସମ୍ମାନର ପାତ୍ର(ବିଶେଷକରି ସମ୍ବୋଧନପାଇଁ ପ୍ରଯୁକ୍ତ)

ଉଦାହରଣ : ମାନ୍ୟବର,ଆପଣଙ୍କ ଲେଖା ଆମ ପତ୍ରିକାରେ ପ୍ରକାଶିତ ହୋଇଛି

ସମକକ୍ଷ : ମହୋଦୟ, ମାନ୍ୟବର

वह जो अत्यधिक सम्मान का पात्र हो (विशेषकर संबोधन के लिए प्रयुक्त)।

मान्यवर, आपका लेख हमारी पत्रिका में प्रकाशित हुआ है।
मान्यवर

ଅର୍ଥ : ପୁରୁଷମାନଙ୍କ ନିମନ୍ତେ ଏକ ଆଦର ସୂଚକ ସମ୍ବୋଧନ

ଉଦାହରଣ : ଅପରିଚିତ ବ୍ୟକ୍ତି ମୋତେ ପଚାରିଲେ,ମହାଶୟ ମୁଁ ଆପଣଙ୍କ ବିଷୟରେ କିଛି ଜାଣିପାରେକି?

ସମକକ୍ଷ : ମହୋଦୟ

पुरुषों के लिए एक आदरसूचक संबोधन।

अपरिचित व्यक्ति ने मुझसे पूछा - महाशय, क्या आपके बारे में मैं कुछ जान सकता हूँ?
जनाब, महानुभाव, महाशय, महोदय

Term of address for a man.

sir