ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ଥିର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ଥିର   ବିଶେଷଣ

ଅର୍ଥ : ଯାହାର ରହିବା ବା ବସବାସର ନିଶ୍ଚିତ ସ୍ଥାନ ନଥାଏ

ଉଦାହରଣ : ଭାରତରେ ଆଜି ମଧ୍ୟ କେତେକ ଯାଯାବର ଜାତି ଦେଖିବାକୁ ମିଳନ୍ତି

ସମକକ୍ଷ : ଅନିକେତ, ପରିବ୍ରାଜ, ବାରବୁଲା, ଯାଯାବର

जिसके रहने अथवा ठहरने का कोई निश्चित स्थान न हो।

भारत में आज भी कई बंजारा जातियाँ पायी जाती हैं।
अनिकेत, अस्थिर, ख़ानाबदोश, खानाबदोश, घुमंतू, घुमन्तू, परिव्राज, परिव्राजक, बंजारा, बनजारा

ଅର୍ଥ : ଯାହା ସ୍ଥିର ବା ନିଶ୍ଚିତ ନୁହେଁ

ଉଦାହରଣ : ସରକାରଙ୍କ ଅନିଶ୍ଚିତ ନୀତି ହିଁ ଆତଙ୍କବାଦର ମୂଳ

ସମକକ୍ଷ : ଅନିର୍ଦିଷ୍ଟ, ଅନିଶ୍ଚିତ, ସ୍ଥିରତାହୀନ

जो स्थिर या निश्चित न हो।

सरकार की ढुलमुल नीतियाँ ही आतंकवाद की जड़ है।
ढल-मल, ढलमल, ढुल-मुल, ढुलमुल

Uncertain in purpose or action.

vacillant, vacillating, wavering

ଅର୍ଥ : ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର

ଉଦାହରଣ : ସେ ନିଜ ମାର୍ଗରେ ବିଚଳିତ

ସମକକ୍ଷ : ବିଚଳିତ, ବିଚ୍ୟୁତ, ସ୍ଖଳିତ

अपने स्थान, प्रतिज्ञा, सिद्धान्त आदि से हटा हुआ।

वह अपने मार्ग से विचलित है।
डगमगाया हुआ, डिगा हुआ, विचल, विचलित, स्खलित, हटा हुआ

Having the attention diverted especially because of anxiety.

distracted, distrait

ଅର୍ଥ : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା

ଉଦାହରଣ : କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି

ସମକକ୍ଷ : ଆନ୍ଦୋଳିତ, ଚଞ୍ଚଳ, ଦ୍ୱିଧାପୂର୍ଣ୍ଣ

ठीक या एक स्थिति में न रहनेवाला अथवा जो कभी इधर होता हो और कभी उधर।

कोई काम-धंधा न होने के कारण रमेश की स्थिति डाँवाडोल हो गई है।
डाँवाँडोल, डाँवाडोल

Not settled or established.

An unsettled lifestyle.
unsettled