ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନିକେତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନିକେତ   ବିଶେଷଣ

ଅର୍ଥ : ଯାହାର ରହିବା ବା ବସବାସର ନିଶ୍ଚିତ ସ୍ଥାନ ନଥାଏ

ଉଦାହରଣ : ଭାରତରେ ଆଜି ମଧ୍ୟ କେତେକ ଯାଯାବର ଜାତି ଦେଖିବାକୁ ମିଳନ୍ତି

ସମକକ୍ଷ : ଅସ୍ଥିର, ପରିବ୍ରାଜ, ବାରବୁଲା, ଯାଯାବର

जिसके रहने अथवा ठहरने का कोई निश्चित स्थान न हो।

भारत में आज भी कई बंजारा जातियाँ पायी जाती हैं।
अनिकेत, अस्थिर, ख़ानाबदोश, खानाबदोश, घुमंतू, घुमन्तू, परिव्राज, परिव्राजक, बंजारा, बनजारा

ଅର୍ଥ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ

ଉଦାହରଣ : ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା

ସମକକ୍ଷ : ଆବାସହୀନ, ଆଶ୍ରୟହୀନ, ଗୃହବିହୀନ, ଗୃହହୀନ, ବାସହୀନ, ବେଘର

बिना आवास का या जिसके पास आवास न हो।

सरयू में आयी भीषण बाढ़ ने हजारो लोगों को बेघर कर दिया।
अगतिक, अगेह, अनिकेत, अमहल, अशर्म, आवासहीन, आश्रयहीन, गृहविहीन, गृहहीन, बेघर, बेघर-बार, बेघरबार

Physically or spiritually homeless or deprived of security.

Made a living out of shepherding dispossed people from one country to another.
dispossessed, homeless, roofless