ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଖଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଖଳିତ   ବିଶେଷଣ

ଅର୍ଥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି

ଉଦାହରଣ : ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ

ସମକକ୍ଷ : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା

जो गिर या ढह गया हो।

वह ढहे घर में जीवन-यापन करने के लिए मज़बूर है।
अवक्षिप्त, अवगत, गिरा हुआ, गिरा-पड़ा, ढहा, ढहा हुआ, स्खलित

Torn down and broken up.

demolished, dismantled, razed

ଅର୍ଥ : ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର

ଉଦାହରଣ : ସେ ନିଜ ମାର୍ଗରେ ବିଚଳିତ

ସମକକ୍ଷ : ଅସ୍ଥିର, ବିଚଳିତ, ବିଚ୍ୟୁତ

अपने स्थान, प्रतिज्ञा, सिद्धान्त आदि से हटा हुआ।

वह अपने मार्ग से विचलित है।
डगमगाया हुआ, डिगा हुआ, विचल, विचलित, स्खलित, हटा हुआ

Having the attention diverted especially because of anxiety.

distracted, distrait

ଅର୍ଥ : ଖସିପଡ଼ିଥିବା ବା ଗଡ଼ି ଆସି ଥିବା

ଉଦାହରଣ : ପର୍ବତରୁ ସ୍ଖଳିତ ଭୂଖଣ୍ଡଦ୍ୱାରା ଏହି ପାହାଡ଼ିଆ ରାସ୍ତା ବନ୍ଦ ହୋଇଯାଇଛି

खिसका या फिसला हुआ।

पर्वतों से स्खलित भू-खंड से यह पहाड़ी रास्ता बंद हो गया है।
खिसका, फिसला, स्खलित