ଅର୍ଥ : ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି
ଉଦାହରଣ :
ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
ସମକକ୍ଷ : ଯାଯାବର
ଅର୍ଥ : ଅକାରଣରରେ ଏଣେତେଣେ ବୁଲୁଥିବା ଲୋକ
ଉଦାହରଣ :
ବାରବୁଲା ସହିତ ରହିରହି ଆପଣଙ୍କ ପୁଅ ବି ବାରବୁଲା ହୋଇଗଲାଣି
ସମକକ୍ଷ : ବଜାରି