ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆନ୍ଦୋଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆନ୍ଦୋଳିତ   ବିଶେଷ୍ୟ

ଅର୍ଥ : ଓଲଟପାଲଟ କରିବା କାମ ବା ଭାବ

ଉଦାହରଣ : ହନୁମାନ ଲଙ୍କାକୁ ଓଲଟପାଲଟ କରିଦେଲେ

ସମକକ୍ଷ : ଅସ୍ତବ୍ୟସ୍ତ, ଓଲଟପାଲଟ

क्रम बदलने या उलटने पलटने की क्रिया या भाव।

आलमारी के सारे कपड़े उलट-पुलट कर रख दिए
छत्तीसगढ़ में राजनैतिक उथल-पुथल के आसार नज़र आ रहे हैं।
अफरा-तफरी, अफरातफरी, अफ़रा-तफ़री, अफ़रातफ़री, उथल पुथल, उथल-पुथल, उथलपुथल, उलट-पलट, उलट-पुलट, उलट-फेर, उलटपलट, उलटपुलट, उलटफेर, रद्दोबदल

A disturbance of the peace or of public order.

disorder

ଆନ୍ଦୋଳିତ   ବିଶେଷଣ

ଅର୍ଥ : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା

ଉଦାହରଣ : କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି

ସମକକ୍ଷ : ଅସ୍ଥିର, ଚଞ୍ଚଳ, ଦ୍ୱିଧାପୂର୍ଣ୍ଣ

ठीक या एक स्थिति में न रहनेवाला अथवा जो कभी इधर होता हो और कभी उधर।

कोई काम-धंधा न होने के कारण रमेश की स्थिति डाँवाडोल हो गई है।
डाँवाँडोल, डाँवाडोल

Not settled or established.

An unsettled lifestyle.
unsettled