ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନିଶ୍ଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନିଶ୍ଚିତ   ବିଶେଷ୍ୟ

ଅର୍ଥ : ନିଶ୍ଚୟର ଅଭାବ

ଉଦାହରଣ : ଅନିଶ୍ଚିତ ଅବସ୍ଥାରେ କାମ ବନ୍ଦ କରିବା ହିଁ ଭଲ ହେବ

निश्चय या निर्णय का अभाव।

अनिश्चय की स्थिति में काम को स्थगित कर देना ही अच्छा होगा।
अनिर्णय, अनिश्चय, अप्रतिपत्ति

The state of being unsure of something.

doubt, doubtfulness, dubiety, dubiousness, incertitude, uncertainty

ଅନିଶ୍ଚିତ   ବିଶେଷଣ

ଅର୍ଥ : ଯାହା ସ୍ଥିର ବା ନିଶ୍ଚିତ ନୁହେଁ

ଉଦାହରଣ : ସରକାରଙ୍କ ଅନିଶ୍ଚିତ ନୀତି ହିଁ ଆତଙ୍କବାଦର ମୂଳ

ସମକକ୍ଷ : ଅନିର୍ଦିଷ୍ଟ, ଅସ୍ଥିର, ସ୍ଥିରତାହୀନ

जो स्थिर या निश्चित न हो।

सरकार की ढुलमुल नीतियाँ ही आतंकवाद की जड़ है।
ढल-मल, ढलमल, ढुल-मुल, ढुलमुल

Uncertain in purpose or action.

vacillant, vacillating, wavering

ଅର୍ଥ : ଯାହା ନିର୍ଦ୍ଧାରିତ ନୁହେଁ

ଉଦାହରଣ : ବନ୍ଦ ହେତୁ ସବୁ ଗାଡ଼ି ଅନିର୍ଦ୍ଧାରିତ ସମୟରେ ଚାଲୁଛନ୍ତି

ସମକକ୍ଷ : ଅନିର୍ଦ୍ଧାରିତ

जो निर्धारित न हो।

बंद के कारण सारी गाड़ियाँ अनिर्धारित समय पर चल रही हैं।
अनिर्धारित, अनिश्चित, अप्रतिपन्न, अप्रतीयमान

ଅର୍ଥ : ଯାହା ନିର୍ଦ୍ଦିଷ୍ଟ ନୁହେଁ

ଉଦାହରଣ : ଅନିଶ୍ଚିତ ଜୀବନ ଶୈଳୀ ସ୍ୱାସ୍ଥ୍ୟପାଇଁ ହାନିକାରକ ଅନିଶ୍ଚିତ ସମୟରେ କାମ କରିବାଦ୍ୱାରା ବ୍ୟକ୍ତି ବିପଦରେ ପଡ଼େ

ସମକକ୍ଷ : ଅନିର୍ଦ୍ଦିଷ୍ଟ, ଅନିୟତ

जो नियत न हो।

अनियत जीवन शैली स्वास्थ्य के लिए हानिकारक है।
अनियत समय पर काम करने से व्यक्ति मुसीबत में फँस जाता है।
अध्रुव, अनियत, अनियमित, अनिर्दिष्ट, अनिश्चित

Not scheduled or not on a regular schedule.

An unscheduled meeting.
The plane made an unscheduled stop at Gander for refueling.
unscheduled